ବାଲୁଗାଁ, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ରଥ ଟଣା ବେଳେ ଘଟିଛି ଅଘଟଣ । ବାଲୁଗାଁ ପଲଟଣ ପଡ଼ିଆରେ ରଥ ଟଣା ବେଳେ ଜଣେ ବାଳକ ଉପରେ ରଥ ଚଢ଼ିଯାଇଥିଲା । ଫଳରେ ଗୁରୁତର ଆହତ ବାଳକ ସୁନୀଲ ପାତ୍ର (୮) ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥବଲା । ହେଲେ ତାଙ୍କର ମୃତ୍ୟୁ ଘଟିଛି । ଓଡ଼ିଶା ସମାଚାର
Check Also
ପୁରୀରେ ଫୁଟିଲା ବୋମା , ଜଣେ ଆହତ
ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …