Friday , January 21 2022
Breaking News
Home / ବିଶେଷ / ଶ୍ରୀ ଜଗନାଥଙ୍କ ଦାରୁ ପ୍ରାପ୍ତି ସ୍ଥାନ ଦଧିମାଛ ଗାଡିଆରେ ରଥଯାତ୍ରା

ଶ୍ରୀ ଜଗନାଥଙ୍କ ଦାରୁ ପ୍ରାପ୍ତି ସ୍ଥାନ ଦଧିମାଛ ଗାଡିଆରେ ରଥଯାତ୍ରା

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ହନୁମାନ ମନ୍ଦିର ନିକଟକୁ ଯାଇଥିଲା । ରଥରେ ଶ୍ରୀଜିଉଙ୍କ ପହଣ୍ଡି ହେବା ପରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସଂପାଦିତ କରିଥିଲେ । ଦାରୁ ବାହାରିଥିବା ଏହି ସ୍ଥାନରେ ଏହି ରଥ ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । କାହାଳୀ, ମୃଦଙ୍ଗ, ସଂକିର୍ତନ ତାଳେ ତାଳେ ରଥଟଣା ଯାଇଥିଲା । ଏଥିରେ ଭୁବନ ବିହାରୀ ପଟ୍ଟନାୟକ, ସହଦେବ ବିଶ୍ୱାଳ, ମଦନ ବିଶ୍ୱାଳ, ଲିଟୁ, ରିଲା ଆଦି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ତାରପୁର,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସ୍ଥାନୀୟ ଉତରକୂଳ ଠାରେ ଥିବା …

Leave a Reply

Your email address will not be published. Required fields are marked *