Friday , December 2 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ଙ୍କ ଜାମିନ ଆବେଦନ ଖାରଜ

ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ରାସ୍ତା କାର୍ଯ୍ୟ ନମ୍ନମାନର ୍ରଭିଯୋଗରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ରାସ୍ତା ଉପରେ ଉଠ ବସ କରିବା ଅଭିଯୋଗରେ ଗିରଫ ହୋଇଥିବା ପାଟଣାଗଡ଼ ର ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଉପରେ ଆଜି ଭୁବନେଶ୍ୱର ଏଡ଼ିଜେ କୋର୍ଟରେ ଶୁଣାଣୀ କରାଯାଇଥିଲା । ଆଜି ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପରବର୍ତି ଶୁଣାଣୀ ଆସନ୍ତା ୫ ତାରିଖରେ ହେବ । ପରବର୍ତି ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଝାରପଡ଼ା ଜେଲ ରେ ରହିବାକୁ ପଡ଼ିବ । ଓଡ଼ିଶା ସମାଚାର

Leave a Reply

Your email address will not be published.