Tuesday , February 7 2023
Breaking News
Home / ବିଶେଷ / ଶୋକ ଖବର : ବରିଷ୍ଠ ଚଳଚିତ୍ର ପ୍ରଯୋଜକ କେଶବ ରାଉତ ଙ୍କ ପରଲୋକ

ଶୋକ ଖବର : ବରିଷ୍ଠ ଚଳଚିତ୍ର ପ୍ରଯୋଜକ କେଶବ ରାଉତ ଙ୍କ ପରଲୋକ

କଟକ, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ବରିଷ୍ଠ ଚଳଚିତ୍ର ପ୍ରଯୋଜକ କେଶବ ରାଉତ ଙ୍କର ପରଲୋକ ଘଟିଛି । ତାଙ୍କର ଶଙ୍କରପୁରସ୍ଥିତ ବାସ ଭବନରେ ୬୮ ବର୍ଷ ବୟସରଙ୍କ ହୃଦାଘାତରେ ତାଙ୍କର ପରଲୋକ ଘଟିଛି । ଓଡ଼ିଆ ଓ ବଙ୍ଗଳା ଭାଷାରେ ସେ ଏକାଧିକ ଚଳଚିତ୍ର ର ପଯୋଜକ ଥିଲୋ । ସୁନା ଚଢ଼େଇ ପ୍ରଯୋଜନା ଥିଲା ତାଙ୍କର ପ୍ରଥମ ଚଳଚିତ୍ର । ଓଡ଼ିଶା ସମାଚାର

Leave a Reply

Your email address will not be published.