କଟକ, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ବରିଷ୍ଠ ଚଳଚିତ୍ର ପ୍ରଯୋଜକ କେଶବ ରାଉତ ଙ୍କର ପରଲୋକ ଘଟିଛି । ତାଙ୍କର ଶଙ୍କରପୁରସ୍ଥିତ ବାସ ଭବନରେ ୬୮ ବର୍ଷ ବୟସରଙ୍କ ହୃଦାଘାତରେ ତାଙ୍କର ପରଲୋକ ଘଟିଛି । ଓଡ଼ିଆ ଓ ବଙ୍ଗଳା ଭାଷାରେ ସେ ଏକାଧିକ ଚଳଚିତ୍ର ର ପଯୋଜକ ଥିଲୋ । ସୁନା ଚଢ଼େଇ ପ୍ରଯୋଜନା ଥିଲା ତାଙ୍କର ପ୍ରଥମ ଚଳଚିତ୍ର । ଓଡ଼ିଶା ସମାଚାର