Thursday , September 28 2023
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଖୋର୍ଦ୍ଦାରେ ଏନକାଉାଂଟର

ସଂକ୍ଷେପରେ ତାଜା ଖବର : ଖୋର୍ଦ୍ଦାରେ ଏନକାଉାଂଟର

ଖୋର୍ଦ୍ଦା, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଦାରେ ଏନକାଉାଂଟର । ଏଲଆଇସି ପଡ଼ିଆ ନିକଟରେ ଖଣି ଓ ଡ଼୍ରଗ୍ସ ମାଫିଆ ଓ କ୍ରାଇବ୍ରାଂଚ ର ଏସଟିଏଫ ଅଧିକାରୀ ଓ ମାଫିଆ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏସଟିଏଫ ର ୩ ଜଣ ଅଧିକାରୀ ଆହତ ହୋଇଛନ୍ତି । ପୋଲିସ୍ ର ଗୁଳି ମାଡ଼ରେ ଜଣେ ଦୁର୍ବୃତ ଆହତ ହେବା ଫଳରେ ତାକୁ ଗିରଫ କରାଯାଇଥିବାବେଳେ ଆହୁରୀ ୩ / ୪ ଜଣ ଖସିଯାଇଛନ୍ତି । ତାଙ୍କୁ ଧରିବା ପାଇଁ ସର୍ଚ ଅପରେସନ୍ ଜାରି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *