Friday , January 21 2022
Breaking News
Home / ତାଜା ଖବର / ଖବର ଏବେ ଏବେ : ଡ଼ମ୍ଫର ଧକାରେ ଯୁବକ ମୃତ – ଉତ୍ୟକ୍ତ ଲୋକେ ୫ ଟି ଡ଼ମ୍ଫର ଓ ଗୋଟିଏ ଜେସିବି ରେ ନିଆଁ ଲଗାଇ ଦେଲେ

ଖବର ଏବେ ଏବେ : ଡ଼ମ୍ଫର ଧକାରେ ଯୁବକ ମୃତ – ଉତ୍ୟକ୍ତ ଲୋକେ ୫ ଟି ଡ଼ମ୍ଫର ଓ ଗୋଟିଏ ଜେସିବି ରେ ନିଆଁ ଲଗାଇ ଦେଲେ

ଜଳେଶ୍ୱର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଡ଼ମ୍ଫର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ – ଉତ୍ୟକ୍ତ ଲୋକେ ୫ ଟି ଡ଼ମ୍ଫର ଓ ଗୋଟିଏ ଜେସିବି ରେ ନିଆଁ ଲଗାଇ ଦେଇଛନ୍ତି । ତାଜା ସୂଚନା ଅନୁସାରେ ସୁକାନ୍ତ କୁମାର ସାହୁ ନାମକ ଜଣେ ଯୁବକ ଏକ ଡ଼ମ୍ଫର ଧକାରେ ମୃତ୍ୟୁ ବରଣ କରିଥିବାବେଳେ ପରିବାର ପକ୍ଷରୁ ଏହା ଡ଼ମ୍ଫର ଧ୍କାରେ ମୃତ୍ୟୁ ହୋଇନାହିଁ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *