ବରଗଡ଼, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ବରଗଡ଼ ନାଗିନପାଲୀ ଛକ ରେ ଥିବା ଏକ ତେଲ ମିଲ ରେ ନିଆଁ ଲାଗିଛି । ୨ ଟି ଦମକଳ ଓ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି ତେବେ ୩୦ ରୁ ଅଧିକ ଶ୍ରମିକ ଅଳ୍ପକେ ବର୍ତି ଯାଇଛନ୍ତି । ଓଡ଼ିଶା ସମାଚାର