ତାଳଚେର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ତାଳଚେର ଅଂଚଳରେ ଅସନ୍ତା କାଲି ରବିବାର ଟ୍ରକ୍ ଚଳାଚଳ ବନ୍ଦ ରହିବ । ତାଳଚେର ଟ୍ରକ୍ ମାଲିକ ସଂଘ ବନ୍ଦ ଡ଼ାକରା ଦେଇଛି । ଆସନ୍ତା କାଲି ରବିବାର ଟ୍ରକ୍ ଚଳାଚଳ ବନ୍ଦ ରଖିବା ପାଇଁ ଟ୍ରକ୍ ମାଲିକ ସଂଘ ଡ଼ାକରା ଦେଇଛି । ୭ ହଜାର ଟ୍ରକ୍ ଚଳାଚଳ ବନ୍ଦ ରହିବ । ଏମସିଏଲ କୁ କୋଇଲା ପରିବହନ ବନ୍ଦ ରହିବ । ଟ୍ରକ୍ ଭଡ଼ା ବୃଦ୍ଧି ଦାବି କରି ଏହି ବନ୍ଦ ଡ଼ାକରା ଦିଆଯାଇଛି । ଓଡ଼ିଶା ସମାଚାର