Tuesday , October 26 2021
Breaking News
Home / ତାଜା ଖବର / ଖବର ଏବେ ଏବେ : ତାଳଚେର ଅଂଚଳରେ ଟ୍ରକ୍ ଗଡ଼ିବନି କାଲି

ଖବର ଏବେ ଏବେ : ତାଳଚେର ଅଂଚଳରେ ଟ୍ରକ୍ ଗଡ଼ିବନି କାଲି

ତାଳଚେର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ତାଳଚେର ଅଂଚଳରେ ଅସନ୍ତା କାଲି ରବିବାର ଟ୍ରକ୍ ଚଳାଚଳ ବନ୍ଦ ରହିବ । ତାଳଚେର ଟ୍ରକ୍ ମାଲିକ ସଂଘ ବନ୍ଦ ଡ଼ାକରା ଦେଇଛି । ଆସନ୍ତା କାଲି ରବିବାର ଟ୍ରକ୍ ଚଳାଚଳ ବନ୍ଦ ରଖିବା ପାଇଁ ଟ୍ରକ୍ ମାଲିକ ସଂଘ ଡ଼ାକରା ଦେଇଛି । ୭ ହଜାର ଟ୍ରକ୍ ଚଳାଚଳ ବନ୍ଦ ରହିବ । ଏମସିଏଲ କୁ କୋଇଲା ପରିବହନ ବନ୍ଦ ରହିବ । ଟ୍ରକ୍ ଭଡ଼ା ବୃଦ୍ଧି ଦାବି କରି ଏହି ବନ୍ଦ ଡ଼ାକରା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *