Saturday , October 8 2022
Breaking News
Home / ବିଶେଷ / ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ବୈଠକ ଜୁଲାଇ୨ରେ

ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ବୈଠକ ଜୁଲାଇ୨ରେ

କେନ୍ଦ୍ରାପଡା,୨୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ପରିଷଦ ବୈଠକ  ଆସନ୍ତା ଜୁଲାଇ ମାସ ୨ତାରିଖ ପବିତ୍ର ନେତ୍ରୋତ୍ସବ ଦିନ ୧୨ଘଟିକା ସମୟରେ ଶ୍ରୀବଳଦେବଜୀଉଙ୍କ ଦେବୋତର ସଂସ୍ଥା ଦ୍ୱାରା ପରିଚାଳିତ ଇଛାପୁରସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ସଙ୍ଘର ସମସ୍ତ ସଦସ୍ୟ ସେହି ବୈଠକରେ ଯୋଗଦେବାକୁ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ନିବେଦନ କରିଛନ୍ତି ।   ଓଡ଼ିଶା ସମାଚାର

 

Leave a Reply

Your email address will not be published.