Thursday , May 26 2022
Breaking News
Home / ବିଶେଷ / ମହାନଦୀ ତଟର ପର୍ଯ୍ୟଟନସ୍ଥଳୀ ଭିତିଭୂମୀର ବିକାଶ

ମହାନଦୀ ତଟର ପର୍ଯ୍ୟଟନସ୍ଥଳୀ ଭିତିଭୂମୀର ବିକାଶ

        ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ମହାନଦୀ ତଟର ପର୍ଯ୍ୟଟନ ଭିତିଭୂମି ବିକାଶ ପାଇଁ ମହାନଦୀ ରିଭର୍ ହେରିଟେଜ୍ ଷ୍ଟୁରିଷ୍ଟ ସର୍କିଟ୍ ୨୦୦୭-୦୮ ଏବଂ ମହାନଦୀ ସେଂଟ୍ରାଲ୍ ହେରିଟେଜ୍ ଯୋଜନା ୨୦୦୭-୦୮, ୨୦୦୯-୧୦ ଯୋଜନାରେ ମହାନଦୀର ସିଂହନାଥ ପଠା, ବାଣେଶ୍ୱରନାସି, ଭଟ୍ଟାରିକା, କଣ୍ଟିଲୋ, ପ୍ରଗଳପୀଠ ଓ ମାଣିଆ ବନ୍ଧ, ବାରବାଟୀ, ପରମହଂସ, ନେମାଳ, ନରାଜ, ଚର୍ଚ୍ଚିକା, ଚୌଦ୍ୱାର, ଧମଳେଶ୍ୱର, ସୁବର୍ଣ୍ଣପୁର, ଖଣ୍ଡପଡ଼ା, ନରସିଂହପୁର, ହୀରାକୁଦ, ହୁମା, ଧମା, ପ୍ରଧାନପାଟ୍ଟ, ଘଣ୍ଟେଶ୍ୱରୀ ଓ ବୁଢାରାଜାର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଯାଉଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ତାରକା ପ୍ରଶ୍ନ ସଂଖ୍ୟା ୫୦ ରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଉତ୍ତର ପ୍ରଦାନ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *