ଭୁବନେଶ୍ୱର/ବଲାଙ୍ଗୀର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ବଲାଙ୍ଗୀରର ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମାର କୁ ରାଜଧାନୀରୁ ଗିରଫ କରାଯାଇଛି । ବଲାଙ୍ଗୀର ସଦର ଥାନା ପୋଲିସ୍ ଟିମନ୍ କୁ ରାଜଧାନୀରୁ ଗିରଫ କରିଛି । ଜମି ହଡ଼ପ, ଅପହରଣ ଆଦି ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିଲା । ଗତ ୬ ମାସ ତଳେ ସେ ଜାମିନ ରେ ଆସି ପୁଣି ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା । ସେ ରାଜଧାନୀରେ ଥିବା ର ସୁରାଗ ପାଇ ବଲାଙ୍ଗୀର ସଦର ଥାନା ପୋଲିସ୍ ତାକୁ ପୁଣି ଗିରଫ କରିବାରେ ସଫଳ ହୋଇଛି । ଓଡ଼ିଶା ସମାଚାର
Check Also
କିଶନନଗର ଥାନାରେ ଅଘଟଣ, ନ୍ୟାୟ ନପାଇ ପୋଲିସ ଉପରୁ ଭରସା ତୁଟାଇ ଆତ୍ମାହୁତି ଦେଲେ ଆବେଦନକାରୀ
କଟକ ସଦର, ୨୩/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ …