Sunday , June 26 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମାର ରାଜଧାନୀରୁ ଗିରଫ 

ସଂକ୍ଷେପରେ ତାଜା ଖବର :  ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମାର ରାଜଧାନୀରୁ ଗିରଫ 

ଭୁବନେଶ୍ୱର/ବଲାଙ୍ଗୀର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)-  ବଲାଙ୍ଗୀରର  ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମାର କୁ ରାଜଧାନୀରୁ ଗିରଫ କରାଯାଇଛି ।  ବଲାଙ୍ଗୀର ସଦର ଥାନା ପୋଲିସ୍ ଟିମନ୍ କୁ ରାଜଧାନୀରୁ ଗିରଫ କରିଛି । ଜମି ହଡ଼ପ, ଅପହରଣ ଆଦି ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିଲା । ଗତ ୬ ମାସ ତଳେ ସେ ଜାମିନ ରେ ଆସି ପୁଣି ଅପରାଧୀକ କାର୍ଯ୍ୟକଳାପରେ  ଲିପ୍ତ  ରହିଥିଲା । ସେ ରାଜଧାନୀରେ ଥିବା ର ସୁରାଗ ପାଇ ବଲାଙ୍ଗୀର ସଦର ଥାନା ପୋଲିସ୍ ତାକୁ ପୁଣି ଗିରଫ କରିବାରେ ସଫଳ ହୋଇଛି । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନାରେ ଅଘଟଣ, ନ୍ୟାୟ ନପାଇ ପୋଲିସ ଉପରୁ ଭରସା ତୁଟାଇ ଆତ୍ମାହୁତି ଦେଲେ ଆବେଦନକାରୀ

କଟକ ସଦର, ୨୩/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ …

Leave a Reply

Your email address will not be published. Required fields are marked *