ଭୁବନେଶ୍ୱର,୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହ ପରିଚାଳନା କରିବା ପାଇଁ ବାଚସ୍ପତି ଶ୍ରୀ ସୂଯ୍ୟ ନାରାୟଣ ପାତ୍ର ଅଧିଷ୍ଠାତା ମଣ୍ଡଳୀ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି । ଏହି ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର , ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି , ଅଶ୍ୱିନୀ ପାତ୍ର , ସ୍ନେହାଙ୍ଗିନୀ ଛୁରିଆ , ସୁବାଷ ପାଣିଗ୍ରାହୀ ଓ ସନ୍ତୋଷ ସିଂହ ସାଲୁଜା ରହିଛନ୍ତି । ଓଡ଼ିଶା ସମାଚାର