Wednesday , December 7 2022
Breaking News
Home / ତାଜା ଖବର / ଖବର ଏବେ ଏବେ :ରାଜଧାନୀରେ ପୁଣି କଳା ପଲସର ଦୌରାତ୍ମ

ଖବର ଏବେ ଏବେ :ରାଜଧାନୀରେ ପୁଣି କଳା ପଲସର ଦୌରାତ୍ମ

ଭୁବନେଶ୍ୱର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜଧାନୀରେ ପୁଣି କଳା ପଲସର ଦୌରାତ୍ମ ଦେଖାଦେଇଛି । ମିଳିଥିବା ତାଜା ସୂଚନା ଅନୁସାରେ ପୋଖରୀପୁଟରୁ ଦିବେଶ ନନ୍ଦନ ସାହୁ ଓ ତାଙ୍କ ଭଉରୀ ସୁଭଦ୍ରା ସାହୁ ଆଜି ସକାଳେ ଏକ ସ୍କୁଟିରେ ଷ୍ଟେସନ୍ ଯାଉଥିବାବେଳେ ପଳାସପଲ୍ଲୀ କାର୍ଗିଲ ରାସ୍ତାରେ ଏକ କଳା ପଲସରରେ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଭାଇ ଭଉଣୀଙ୍କୁ ରାସ୍ତାରେ ପକାଇ ଦେଇ ଭ୍ୟାନିଟି ବ୍ୟାଗ, ମଙ୍ଗଳସୂତ୍ର ସମେତ ସୁନା ଗହଣା ଓ ମୋବାଇଲ ଫୋନ୍ ଆଦି ଲୁଟି ନେଇଛନ୍ତି । ଉଭୟ ଭାଇ ଭଉଣୀ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲ ରେ ଭର୍ତି ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.