ଭୁବନେଶ୍ୱର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜଧାନୀରେ ପୁଣି କଳା ପଲସର ଦୌରାତ୍ମ ଦେଖାଦେଇଛି । ମିଳିଥିବା ତାଜା ସୂଚନା ଅନୁସାରେ ପୋଖରୀପୁଟରୁ ଦିବେଶ ନନ୍ଦନ ସାହୁ ଓ ତାଙ୍କ ଭଉରୀ ସୁଭଦ୍ରା ସାହୁ ଆଜି ସକାଳେ ଏକ ସ୍କୁଟିରେ ଷ୍ଟେସନ୍ ଯାଉଥିବାବେଳେ ପଳାସପଲ୍ଲୀ କାର୍ଗିଲ ରାସ୍ତାରେ ଏକ କଳା ପଲସରରେ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଭାଇ ଭଉଣୀଙ୍କୁ ରାସ୍ତାରେ ପକାଇ ଦେଇ ଭ୍ୟାନିଟି ବ୍ୟାଗ, ମଙ୍ଗଳସୂତ୍ର ସମେତ ସୁନା ଗହଣା ଓ ମୋବାଇଲ ଫୋନ୍ ଆଦି ଲୁଟି ନେଇଛନ୍ତି । ଉଭୟ ଭାଇ ଭଉଣୀ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲ ରେ ଭର୍ତି ହୋଇଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନାରେ ଅଘଟଣ, ନ୍ୟାୟ ନପାଇ ପୋଲିସ ଉପରୁ ଭରସା ତୁଟାଇ ଆତ୍ମାହୁତି ଦେଲେ ଆବେଦନକାରୀ
କଟକ ସଦର, ୨୩/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ …