Tuesday , October 26 2021
Breaking News
Home / ତାଜା ଖବର / କାନ୍ଥପଡ଼ି ୨ ମୃତ

କାନ୍ଥପଡ଼ି ୨ ମୃତ

ରସୁଲପୁର ,୨୫/୦୬/୨୦୧୯ (ଓଡ଼ିଶା ସମାଚାର)- ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପସଙ୍ଖାୟତ ବାଲିପାଟଣା ଗୁଡ଼ିଆ ସାହିରେ ସୋମବାର କାନ୍ଥ ପଡ଼ି ୨ ଜଣଙ୍କହ ମୃତ୍ୟୁ ଘଟିଛି । ଗୁଡିଆ ସାହିର ବନମାଳୀ ସାହୁଙ୍କ ଘରକାମ ଚାଲିଥିଲା । ଏହି ସମୟରେ ହଠାତ ଗୃହକର୍ତା ବନମାଳୀଙ୍କ ପୁରୁଣା ୨୦ ଇଂଚିିଆ ଇଟା କାନ୍ଥ ହଠାତ ଧସିପଡ଼ିବାରୁ ତଳେ ଥିବା ଗୃହକର୍ତା ବନମାଳୀ ସାହୁ (୬୦)ଏବଂ ଶ୍ରମିକ ଦାମୋଦର ଲେଙ୍କାଙ୍କ ପୁଅ ଚନ୍ଦନ ଲେଙ୍କା (୨୭)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବିଧାୟିକା ସୁନନ୍ଦା ଦାସ, ସରପଂଚ ପ୍ରଫୁଲ୍ଲ କୁମାର ସାହୁ, ସମିତି ସଭ୍ୟ ଳକ୍ଷ୍ମୀଧର ମହାନ୍ତି, ଯୁବନେତା ମାନସ ରଞ୍ଜନ ସାହୁ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *