Monday , December 5 2022
Breaking News
Home / ରାଜନୀତି / ସଂକ୍ଷେପରେ ତାଜା ଖବର : ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା  

ସଂକ୍ଷେପରେ ତାଜା ଖବର : ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା  

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ବିଜେପି ର ବରିଷ୍ଠ ବିଧାୟକ   ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା ହେଲେ । ଭବାନୀପାଟଣାର ବିଜେପି ବିଧାୟକ ବିରୋଧୀ ଦଳ ନେତା ହେଲେ ବୋଲି ବିଜେପି ର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଙ୍କ ସୂଚନା । ଓଡ଼ିଶା ସମାଚାର

Leave a Reply

Your email address will not be published.