ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ବିଜେପି ର ବରିଷ୍ଠ ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା ହେଲେ । ଭବାନୀପାଟଣାର ବିଜେପି ବିଧାୟକ ବିରୋଧୀ ଦଳ ନେତା ହେଲେ ବୋଲି ବିଜେପି ର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଙ୍କ ସୂଚନା । ଓଡ଼ିଶା ସମାଚାର
ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ …