ବାଲିଆପାଳ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଗୁଳି ମାଡ଼ରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ଡ଼ାଙ୍ଗପିଟା ଗ୍ରାମରେ ଏହି ଗୁଳିକାଣ୍ଡ ଘଟିଛି । ଦୁର୍ବୃତଙ୍କ ଗୁଳିମାଡ଼ରେ ରାକେଶ ଚୌଧୁରୀ ନାମକ ଜଣେ ଦୁଗ୍ଧ ବେପାରୀ ମୃତ୍ୟୁ ହୋଇଛି । ଶ୍ରୀ ଚୌଧୁରୀ ବେପାର ପାଇଁ ଏକ ବାଇକ୍ ରେ ଯାଉଥିବାବେଳେ ଏକ କାର ରେ ଦୁର୍ବୃତ ଆସି ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ପୋଲିସ୍ ପହଂଚି ଘଟରାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …