Wednesday , December 7 2022
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ଅଶୋକ ପରିଜା ନୂଆ ଆଡ଼ଭୋକେଟ ଜେନେରାଲ ହେଲେ

ସଂକ୍ଷେପରେ ତାଜା ଖବର : ଅଶୋକ ପରିଜା ନୂଆ ଆଡ଼ଭୋକେଟ ଜେନେରାଲ ହେଲେ

କଟକ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଆଡ଼ଭୋକେଟ ଅଶୋକ ପରିଜା ନୂଆ ଆଡ଼ଭୋକେଟ ଜେନେରାଲ ହେଲେ । ତାଙ୍କ ପୂର୍ବରୁ ସୂର୍ଯ୍ୟ ମିଶ୍ର  ଆଡ଼ଭୋକେଟ ଜେନେରାଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.