Saturday , October 8 2022
Breaking News
Home / ରାଜନୀତି / ବିରୋଧୀଦଳ ନେତା ଙ୍କ ନାମ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ବିରୋଧୀଦଳ ନେତା ଙ୍କ ନାମ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ , କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ ପ୍ରମୁଖ ଙ୍କ ଉପସ୍ଥିତିରେ ବିରୋଧୀଦଳ ନେତା ଚୟନ ନେଇ ଆଲୋଚନା କରାଯାଇଥିଲା । ତେବେ ବିରୋଧୀଦଳ ନେତା ଙ୍କ ନାମ ଦିାନ କିମ୍ବା ଦୁଇ ଦିନ ମଡଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଙ୍କୁ ଏଥିପାଇଁ ଅଧିକୃତି କଲେ ବିଧାୟକ । ଓଡ଼ିଶା ସମାଚାର

Leave a Reply

Your email address will not be published.