Wednesday , December 8 2021
Home / ବିଶେଷ / ତିନିମୁହାଣି ରାମ ମନ୍ଦିରରେ ଆନ୍ତର୍ଜାତୀକ ଯୋଗ ଦିବସ

ତିନିମୁହାଣି ରାମ ମନ୍ଦିରରେ ଆନ୍ତର୍ଜାତୀକ ଯୋଗ ଦିବସ

କେନ୍ଦ୍ରାପଡା୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ କେନ୍ଦ୍ରାପଡା ସହରର ତିନିମୁହାଣିସ୍ଥିତ ରାମ ମନ୍ଦିର ପରିସରରେ ଏକ ଯୋଗ ଶିବିର ବିବେକାନନ୍ଦ ମହାରଣାଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଅନେକ ବ୍ୟକ୍ତି ଯୋଗଦେଇ  ଯୋଗ ଶିକ୍ଷା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *