କେନ୍ଦ୍ରାପଡା୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ କେନ୍ଦ୍ରାପଡା ସହରର ତିନିମୁହାଣିସ୍ଥିତ ରାମ ମନ୍ଦିର ପରିସରରେ ଏକ ଯୋଗ ଶିବିର ବିବେକାନନ୍ଦ ମହାରଣାଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଅନେକ ବ୍ୟକ୍ତି ଯୋଗଦେଇ ଯୋଗ ଶିକ୍ଷା କରିଥିଲେ । ଓଡ଼ିଶା ସମାଚାର