Monday , December 6 2021
Breaking News
Home / ତାଜା ଖବର / ୪ ଲକ୍ଷ ୮୪ ହଜାର ଲୁଟ୍

୪ ଲକ୍ଷ ୮୪ ହଜାର ଲୁଟ୍

ବଲାଙ୍ଗିର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ବ୍ୟାଙ୍କରୁ  ଟଙ୍କା  ଉଠାଇ  ଫେରୁଥିବା ବେଳେ ଦୁର୍ବୃତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା  । ଘଟଣା ଘଟିଛି ବଲାଙ୍ଗିର  ଜିଲ୍ଲାର  କଂଟାବାଞ୍ଜି ଅଂଚଳରେ   । କଂଟାବାଞ୍ଜି  ସହରର ପ୍ରତିଷ୍ଠିତ  ବ୍ୟବସାୟୀ  କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଭାରତୀୟ  ଷ୍ଟେଟ  ବ୍ୟାଙ୍କ (ଏସବିଆଇ)  ଶାଖାରୁ  ଏହି  ଟଙ୍କା ଉଠାଇ   ଏକ   ସ୍କୁଟି   ଯୋଗେ ଫେରୁଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *