Sunday , January 23 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ୨୧ ଗ୍ରାମ ବ୍ରାଉନସୁଗାର ଜବତ- ଜଣେ ଗିରଫ

ସଂକ୍ଷେପରେ ତାଜା ଖବର : ୨୧ ଗ୍ରାମ ବ୍ରାଉନସୁଗାର ଜବତ- ଜଣେ ଗିରଫ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ଆଜି କୁଇକ ଆକସନ୍ ଟିମ୍ ସାଲିଆସାହି ନିକଟରୁ ଜଣେ ଯୁବକ ନିକଟରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସମ୍ପୃକ୍ତ ଯୁବକକୁ ଗିରଫ କରାଯିବା ସହ ତା ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *