Wednesday , October 20 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ପଶ୍ଚିମ ଓଡ଼ିଶାରେ ମୃଦୁ ଭୂମିକମ୍ପ

ସଂକ୍ଷେପରେ ତାଜା ଖବର :  ପଶ୍ଚିମ ଓଡ଼ିଶାରେ ମୃଦୁ ଭୂମିକମ୍ପ

 

ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମୃଦୁ ଭୁମିକମ୍ପ ର ଝଟକା ଅନୁଭୂତ ହୋଇଛି ।  ସମ୍ବଲପୁର, ଝାରସୁଗୁଡ଼ା, ରେଙ୍ଗାଲି, କୁଚିଣ୍ଡା, ବଣେଇ, ରାଉରକେଲା, ଦେବଗଡ଼ ଆଦି ସହରରେ ଅପରାହ୍ନ ପ୍ରାୟ ୫ଟା ୪୮ ରେ ମାତ୍ର ୨  ରୁ ୩  ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ଖବର ହସ୍ତଗତ ହୋଇନାହିଁ । କିନ୍ତୁ ଭୂମିକମ୍ପ ରେ ଭୟଭିତ ହୋଇ ଲୋକମାନେ ଘରୁ ପଦାକୁ ପଳାଇ ଆସିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସମସ୍ୟା ରେ ଜର୍ଜରିତ କରଡ଼ା ପଞ୍ଚାୟତ : ଗ୍ରାମବାସୀଙ୍କ ସମସ୍ୟା ନ ସୁଧୁରିଲେ ଭୋଟ ବର୍ଜନ ନିଷ୍ପତି

ବାଲିଗୁଡା,୨୦/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି ଭୁଲିଯାଅ ବୋଲି ଏବେଠାରୁ …

Leave a Reply

Your email address will not be published. Required fields are marked *