କେନ୍ଦ୍ରାପଡ଼ା, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ୟାଙ୍ଗ ଷ୍ଟାର ଟିଟୋ ଘର ଉପରେ କ୍ରାଇମ ବ୍ରାଂଚ ର ଚଢ଼ାଉ ଜାରି ରହିଛି । ରାତି ପ୍ରାୟ ସାଢେ ୪ ଟାରୁ ଟିଟୋର ଦିଲାରପୁରସ୍ଥିତ ଘର ଉପରେ ଼ କ୍ରାଇମ ବ୍ରାଂଚ ର ଚଢ଼ାଉ ଆରମ୍ଭ ହୋଇଥିଲା । ଟିଟୋର ଦୁଇ ଭାଇ ଓ ଜଣେ ସମ୍ପକିୟ ଙ୍କୁ ପୋଲିସ୍ ଉଠାଇ ନେଇଛି । ଓଡ଼ିଶା ସମାଚାର