Saturday , May 28 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ଗ୍ୟାଙ୍ଗ ଷ୍ଟାର ଟିଟୋ ଘର ଉପରେ କ୍ରାଇମ ବ୍ରାଂଚ ର ଚଢ଼ାଉ

ସଂକ୍ଷେପରେ ତାଜା ଖବର :  ଗ୍ୟାଙ୍ଗ ଷ୍ଟାର ଟିଟୋ ଘର ଉପରେ କ୍ରାଇମ ବ୍ରାଂଚ ର ଚଢ଼ାଉ

 

କେନ୍ଦ୍ରାପଡ଼ା, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ଗ୍ୟାଙ୍ଗ ଷ୍ଟାର ଟିଟୋ ଘର ଉପରେ କ୍ରାଇମ ବ୍ରାଂଚ ର ଚଢ଼ାଉ ଜାରି ରହିଛି । ରାତି ପ୍ରାୟ ସାଢେ ୪ ଟାରୁ ଟିଟୋର ଦିଲାରପୁରସ୍ଥିତ ଘର ଉପରେ ଼ କ୍ରାଇମ ବ୍ରାଂଚ ର ଚଢ଼ାଉ ଆରମ୍ଭ ହୋଇଥିଲା । ଟିଟୋର ଦୁଇ ଭାଇ ଓ ଜଣେ ସମ୍ପକିୟ ଙ୍କୁ ପୋଲିସ୍ ଉଠାଇ ନେଇଛି ।  ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *