ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ଯୁକ୍ତ ୨ ପରୀକ୍ଷା ଫଳ ୨୧ ରେ ପ୍ରକାଶ ପାଇବ। ଯୁକ୍ତ ୨ କଳା, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆସନ୍ତା ୨୧ ତାରିଖ ଅପରାହ୍ନ ୩ ଟାରେ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର
Check Also
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି ୫ ଟି ରୂପାନ୍ତରିତ …