ବଙ୍ଗୋମୁଣ୍ଡା,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ଥାନାଧିକାରୀ ରଞ୍ଜନ ବରିହା ଙ୍କୁ ଏଠାରୁ ବଦଳି ଆଦେଶ ଶୁଣି ଗ୍ରାମବାସୀ ନିରାଶ ହୋଇଥିବା ବେଲେ ତାଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ବିଦାୟ କାଲୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସର ରେ ଶ୍ରୀ ବରିହ କହିଥିଲେ ଯେ,ସିନେ୍ଧକେଲା ର ଜନସାଧାରଣ ଙ୍କ ଠାରୁ ମୋତେ ବହୁତ ସ୍ନେହ ଓ ସହ ଯୋଗ ମିଲିଥିବାରୁ ମୁଁ କେବେ ହେଲେ ଏହି ଗ୍ରାମ କୁ ଭୂଲି ପାରିବି ନାହିଁ । ଯଦି ଭଗବାନ ଚାହାନ୍ତି ପ୍ରମୋସନ ପରେ ପୁଣି ଥରେ ଏଠାକୁୁ ଆସିବି । କାର୍ଯ୍ୟକ୍ରମ ରେ ସିନେ୍ଧକେଲା ବଣିକ ସଂଘ ର ସଭାପତି ସରୋଜ ଜୈନ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ଜୈନ,ସମାଜସେବୀ ଅନିଲ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ସାହୁ, ଜ୍ୟୋତି ସାହୁ, ସାମ୍ବାଦିକ ଦିନେଶ ଜୈନ, ବରିଷ୍ଠ ବିଜେଡି ନେତା ଉମାକାନ୍ତ ସାହୁ, ଅଶୋକ ଜୈନ, ବିଜେପି ମଣ୍ଡଲ ସଭାପତି ଅନିଲ ନାଏକ, ଉପସଭାପତି ଜଗନ୍ନାଥ ବେହେରା, କଂଗ୍ରେସ ଯୁବନେତା ଭୋଲାନାଥ ବେହେରା, କୁନା ବାମଡି, ସିନେ୍ଧକେଲା ସରପଂଚ ରାଜା ଥନାପତି,ପୂର୍ବତନ ସରପଂଚ ନରେଶ ଅଗ୍ରୱାଲ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଝଲପ ପୂର୍ବତନ ସରପଂଚ ରାଜାରାମ ବେହେରା,ଭୂଷଲାଡ ପଂଚାୟତ ସରପଂଚ ଙ୍କ ପ୍ରତିନିଧି ଯୁବରାଜ ବେହେରା,ସମିତି ସଭ୍ୟ ପଙ୍କ ସାହୁ,ଅଲଣ୍ଡା ପଂଚାୟତ ସରପଂଚ ଅର୍ଜୁନ ୟାଦବ, ଦେଢଗାଁ ସମିତି ସଭ୍ୟ ପିତାମ୍ବର ସୁନା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବରିହା ଙ୍କୁ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ପୋଲିସ କର୍ମଚାରୀ ମାନେ ସହ ଯୋଗ କରିଥିଲେ । ଓଡ଼ିଶା ସମାଚାର
