Monday , January 30 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସାମାନ୍ୟ ବଚସାରୁ ଯୁବକଙ୍କୁ ହାଣିଦେଲେ

ସଂକ୍ଷେପରେ ତାଜା ଖବର : ସାମାନ୍ୟ ବଚସାରୁ ଯୁବକଙ୍କୁ ହାଣିଦେଲେ

ରେଙ୍ଗାଲି, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ସାମାନ୍ୟ ବଚସାରୁ ଯୁବକଙ୍କୁ ହାଣିଦେଲେ । ଏଭଳି ଘଟଣା ଘଟିଛି ଶ୍ୟାମ ମେଟାଲିକ୍ କାରଖାନା ସମ୍ମୁଖରେ । ମିଳିଥିବା ତାଜା ସୂଚନା ଅନୁସାରେ ସାମାନ୍ୟ ବଚସାରୁ କପିଳ ସାହୁ ନାମକ ଜଣେ ଯୁବକଙ୍କୁ ଜଣେ କୁକୁଡ଼ା ଦୋକାନୀ ଭୁଜାଲିରେ ହାଣିଦେଲା । ଗୁରୁତର ଅବସ୍ଥାରେ କପିଳ ଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବୁର୍ଲାରେ ଡ଼ାକ୍ତର କପିଳଙ୍କୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.