Monday , June 27 2022
Breaking News
Home / ଶିକ୍ଷା / ତାଜା ଖବର : ୨୫ ପର୍ଯ୍ୟନ୍ତ ଖରା ଛୁଟି ବଢ଼ିଲା , ଜୁନ୍ ୨୬ ରେ ଖୋଲିବ ସ୍କୁଲ

ତାଜା ଖବର : ୨୫ ପର୍ଯ୍ୟନ୍ତ ଖରା ଛୁଟି ବଢ଼ିଲା , ଜୁନ୍ ୨୬ ରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା କାଲି ୧୯ ତାରିଖ ବୁଧବାର ସ୍କୁଲ ଖୋଲିବ ନାହିଁ । ଆସନ୍ତା ଜୁନ୍ ୨୬ ତାରିଖ ଦିନ ରାଜ୍ୟର ସମସନ୍ତ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ବଢ଼ିଲା । ଗ୍ରୀଷ୍ମ ପ୍ରବାହ ଯୋଗୁ ୨୫ ପର୍ଯ୍ୟନ୍ତ ଖରା ଛୁଟି ବଢ଼ାଇବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଜୁନ୍ ୨୬ ରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ଓଡ଼ିଶା ସମାଚାର

About admin

Check Also

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି  ୫ ଟି ରୂପାନ୍ତରିତ …

Leave a Reply

Your email address will not be published. Required fields are marked *