ବଲାଙ୍ଗୀର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)- ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି । ସୀତାରାମ ଙ୍କ ବାମ ଆଂଠୁ ରେ ପୋଲିସ୍ ଗୁଳି ବାଜିଛି । ତା ନିକଟରୁ ଗୋଟିଏ ଦେଶି ମାଉଜର ଜବତ ହୋଇଛି । ତାକୁ ବଲାଙ୍ଗୀର ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର