Saturday , December 4 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଥୀ ସୀତାରାମ ଆହତ

ସଂକ୍ଷେପରେ ତାଜା ଖବର :  ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଥୀ ସୀତାରାମ ଆହତ

 

ବଲାଙ୍ଗୀର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)- ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି । ସୀତାରାମ ଙ୍କ ବାମ ଆଂଠୁ ରେ ପୋଲିସ୍ ଗୁଳି ବାଜିଛି । ତା ନିକଟରୁ ଗୋଟିଏ ଦେଶି ମାଉଜର ଜବତ ହୋଇଛି । ତାକୁ ବଲାଙ୍ଗୀର ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ଭୁବନ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ …

Leave a Reply

Your email address will not be published. Required fields are marked *