Wednesday , February 8 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଦ୍ୟୁତ ଆଘାତରେ ଜଣେ ମୃତ, ୬ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ବିଦ୍ୟୁତ ଆଘାତରେ ଜଣେ ମୃତ, ୬ ଗୁରୁତର ଆହତ

ଚନ୍ଦ୍ରପୁର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦିପଙ୍ଗା ଗାଁ ରେ ବିଦ୍ୟୁତ କରେଂଟ ଲାଗି ଜଣେ ମୃତ୍ୟୁ ବରଣ କରିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ମୁନିଗୁଡ଼ା ହସପିଟାଲ ରେ ଭର୍ତି କରାଯାଇଛି । ମୃତକ ହେଉଛନ୍ତି ଆଂଟୋନୀ ବିଭାର । ଓଡ଼ିଶା ସମାଚାର

Leave a Reply

Your email address will not be published.