ଚନ୍ଦ୍ରପୁର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦିପଙ୍ଗା ଗାଁ ରେ ବିଦ୍ୟୁତ କରେଂଟ ଲାଗି ଜଣେ ମୃତ୍ୟୁ ବରଣ କରିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ମୁନିଗୁଡ଼ା ହସପିଟାଲ ରେ ଭର୍ତି କରାଯାଇଛି । ମୃତକ ହେଉଛନ୍ତି ଆଂଟୋନୀ ବିଭାର । ଓଡ଼ିଶା ସମାଚାର
Check Also
କାର ଧକ୍କା ଦେଲା ବାଇକକୁ – ଜାତୀୟ ରାଜପଥରେ ଜଳିଗଲା ବାଇକ
କେନ୍ଦ୍ରାପଡା, ୨୬/୬/୨୦୨୨(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି …