ଚାନ୍ଦୋଳ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଚାନ୍ଦୋଳ ଷ୍ଟେଟବ୍ୟାଙ୍କ ରେ ନିଆଁ ଲାଗିଛି । ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଆଜି ରବିବାର ବ୍ୟାଙ୍କ ଛୁଟି ଥିବାରୁ କ୍ଷୟକ୍ଷତି ସମ୍ପର୍କରେ ସଠିକ ତଥ୍ୟ ହସ୍ତଗତ ହୋଇନାହିଁ । ସୋମବାର ବ୍ୟାଙ୍କ ଖୋଲିଲେ ସଠିକ କ୍ଷୟକ୍ଷତି ଜଣାପଡ଼ିବ । ଓଡ଼ିଶା ସମାଚାର