Friday , December 2 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବୋମା ମାଡ଼ରେ ଯୁବକ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ବୋମା ମାଡ଼ରେ ଯୁବକ ଗୁରୁତର ଆହତ

 

ପୁରୀ, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ପୂର୍ବ ଶତୃତାରୁ ଆଜି ପୁରୀରେ ବୋମା ମାଡ଼ ହୋଇଛି ।  ମିଳିଥିବା ତାଜା ସୂଚନା ଅନୁସାରେ ବାସେଳିସାହି ପ୍ରାଣପ୍ରିୟାଲେନ ରେ ଏହି ବୋମା ମାଡ଼ ହୋଇଛି । ୨ ଜଣ ଦୁର୍ବୃତ ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ । ଜୀବନ ବିକଳରେ ଯୁବକ ଜଣକ ଥାନା ଭିତରକୁ ପସିଯାଇଥିଲେ । ଗୁରୁତର ଆହତ ଯୁବକଙ୍କୁ ଜିଲା ହସପିଟାଲ ରେ ଭର୍ତି କରାଯାଇଛି ।  ଯାତ୍ରୀ, ଗୁମାସ୍ତା ଓ ବ୍ୟବସାୟୀଙ୍କୁ ନେଇ ବିବାଦ ଥିଲା ।  ଟାଉନଥାନା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.