Friday , September 22 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ଜଙ୍ଗଲ ମଧ୍ୟରେ ଦେଶି ବନ୍ଧୁକ କାରଖାନା ଠାବ – ବନ୍ଧୁକ ଓ ତିଆରି ସରଂଜାମ ଜବତ – ଜଣେ ଗିରଫ

ସଂକ୍ଷେପରେ ତାଜା ଖବର :  ଜଙ୍ଗଲ ମଧ୍ୟରେ ଦେଶି ବନ୍ଧୁକ କାରଖାନା ଠାବ – ବନ୍ଧୁକ ଓ ତିଆରି ସରଂଜାମ ଜବତ – ଜଣେ ଗିରଫ

 

ଦାରିଙ୍ଗିବାଡ଼ି, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)-ଦଣ୍ଡିମାହା ଗୁଂଜିଟି ଜଙ୍ଗଲ ମଧ୍ୟରେ ଏକ ଦେଶି ବନ୍ଧୁକ କାରଖାନା ଠାବ କରାଯାଇଛି ।  ପୋଲିସ୍ ଚଢ଼ାଉ କରି ୨ ଟି ଦେଶି ବନ୍ଧୁକ, ବହୁ ପରିମାଣର ବନ୍ଧୁକ ତିଆରି ସରଂଜାମ ଜବତ କରିବା ସହିତ ସମ୍ପୃକ୍ତ ଜଣକୁ ଗିରଫ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *