Wednesday , June 16 2021
Breaking News
Home / ତାଜା ଖବର / ୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ଜୁଡିସିଆଲ କମ୍ପ୍ଲେକ୍ସ

୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ଜୁଡିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର,୨୯/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ବର କୋର୍ଟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋର୍ଟ ୭ ଦିନ ପାଇଁ ସିଲ୍ ହେଲା । ଅପ୍ରେଲ ୨୯ ତାରିଖରୁ ମେଁ ୫ ତାରିଖ ପର୍ୟ୍ୟନ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । କରୋନା ପଜିଟିଭି ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *