Thursday , June 17 2021
Home / ବିଶେଷ / ୭ ଟି ବିଦ୍ୟୁତ ପ୍ରକଳ୍ପରୁ ୨୦୬୩.୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରଯାଉଛି – ଶକ୍ତି ମନ୍ତ୍ରୀ

୭ ଟି ବିଦ୍ୟୁତ ପ୍ରକଳ୍ପରୁ ୨୦୬୩.୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରଯାଉଛି – ଶକ୍ତି ମନ୍ତ୍ରୀ

 

ଭୁବନେଶ୍ୱର ,୨୬/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟରେ ସମସ୍ତ ଗ୍ରାମକୁ ବିଦ୍ୟୁତ କରଣ କରାଯାଇଥିଲେ ହେଁ ବିଦ୍ୟୁତ ଭିତିଭୂମିର ସୁଦୃଢ଼ୀକରଣ ଉପରେ କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟ ଯଥାଶିଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଥିବା ୭ଟି ବିଦୁ୍ୟତ ପ୍ରକଳ୍ପର ୨୦୬୩.୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରଯାଉଛି । ସେଥିମଧ୍ୟରୁ ବୁର୍ଲାରୁ ୨୭୫.୫୦, ବାଲିମେଳାରୁ ୫୧୦, ରେଙ୍ଗାଲିରୁ ୨୫୦, ଇନ୍ଦ୍ରାବତୀରୁ ୬୦୦, ମାଛକୁଣ୍ଡ ଯୁଗ୍ମ ପ୍ରକଳ୍ପରୁ ୩୬ ମେଗାୱାଟ, ଚିପିଲିମା ୭୨ ମେଗାୱାଟ ବିଦୁ୍ୟତ ଉପôାଦନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *