Sunday , August 1 2021
Breaking News
Home / ବିଶେଷ / ୫୩ ନମ୍ବର ଜାତୀୟ ରାଜପଥରେ ମ୍ୟାନହୋଲ

୫୩ ନମ୍ବର ଜାତୀୟ ରାଜପଥରେ ମ୍ୟାନହୋଲ

  ଭୁବନ ୧୩/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ସହର ଦେଇ ଯାଇଥିବା ତଥା ନିର୍ମାଣଧିନ ୪ ଲେନ ରାସ୍ତାର ଗୋଡା ଛକ ନିକଟରେ ଏକ ମ୍ୟାନହୋଲ ସୃଷ୍ଟି ହୋଇଛି । ଏହା ଆକ୍ସିଡେଣ୍ଟ (ବ୍ଲାକ) ସ୍ପଷ୍ଟ ଭାବେ ଚର୍ଚ୍ଚା ହେଉଛି । ନୂଆକରି ତିଆରି ହୋଇଥିବା ପିଚୁରାସ୍ତାରେ ଏକ ବିରାଟ ଗର୍ତ ହୋଇଥିବାରୁ ବହୁ ବାଇକ ଆରୋହୀ ଦୁର୍ଘଟଣାର ଶୀକାର ହେଉଛନ୍ତି । ବାରମ୍ବାର ଅଭିଯୋଗ ଓ ତାଗିଦ ସତ୍ୱେ ଠିକା କାର୍ଯ୍ୟ କରୁଥିବା ବାଲାଜି କମ୍ପାନୀ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *