Friday , June 18 2021
Breaking News
Home / ତାଜା ଖବର / ୫୦ବୋତଲ ଆସ୍କାଫର୍ଟି ଜବତ, ଜଣେ ଗିରଫ

୫୦ବୋତଲ ଆସ୍କାଫର୍ଟି ଜବତ, ଜଣେ ଗିରଫ

କେନ୍ଦ୍ରାପଡା ୨୭/୦୮/୨୦୧୯(ଓଡ଼ିଶା ସମାଚାର)- ଟାଉନ ଥାନା ପୋଲିସ ଚଢାଉକରି ୫୦ବୋତଲ ଆସ୍କାଫର୍ଟି ଚୋରାମଦ ଜବତ କରିବା ସହିତ ଚୋରାମଦବେପାରୀକୁ ଗିରଫ କରି କୋର୍ଟଚାଲାଣ କରିଥିବାଣାପଡିଛି । ଖବରରୁ ପ୍ରକାଶ ଯେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ୧୧ଟା ସମୟରେ ସହରର କଜଳାଗ୍ରାମ ଚୋରାମଦ ବେପାରୀ ଅକ୍ଷୟ ସୂତାରଙ୍କ ଠାରୁ ୫୦ବୋତଲ ଆସ୍କାଫର୍ଟି ଚୋରାମଦ ଜବତ କରିବା ସହିତ ଚୋରାମଦବେପାରୀ ଶ୍ରୀ ସୂତାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ସି.ଏସ.ଆଇ. ଅନ୍ତର୍ଯ୍ୟାମି ବିଶ୍ୱାଳ, ଏ.ଏସ.ଆଇ ଶରତ ଚନ୍ଦ୍ର ବାରିକ,  ହାବିଲଦାର  ନରେନ୍ଦ୍ର ନାଥ ସୋରେନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *