Tuesday , June 15 2021
Breaking News
Home / ବିଶେଷ / ୨୫ ଲିଟର ବିଦେଶୀ ମଦ ସହ ବାଇକ ଜବତ : ଆସାମୀ ଗିରଫ

୨୫ ଲିଟର ବିଦେଶୀ ମଦ ସହ ବାଇକ ଜବତ : ଆସାମୀ ଗିରଫ

ତାରପୁର ୦୧/୦୪/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଥାନା ଅନ୍ତର୍ଗତ ଅୟର ଗ୍ରାମର ପ୍ରଖ୍ୟାତ ଚୋରାମଦ ବ୍ୟବସାୟୀ ରମେଶ ସ୍ୱାଇଁଙ୍କ ପୁଅ ବଳରାମ ସ୍ୱାଇଁ ଓରଫ ବଳିଆ ଗତ ୨୮ ତାରିଖ ଦିନ ପ୍ରତିଦିନ ଭଳି ମାହାଳହାଟ ମଦ କାଉଂଟରରୁ ୨୫ ଲିଟର ବିଦେଶୀ ମଦ ଓ.ଆର. ୦୨୧ସି ୯୨୨୭ ନଂ ବଜାଜ ପଲ୍ସର ବାଇକରେ ନେଇ ଅୟର ଯାଉଥିଲା । ଖବର ପାଇ ରଘୁନାଥପୁର ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ତାଙ୍କୁ ତାରପୁର ନିକଟରେ ଅଟକାଇ ତା ଠାରୁ ୨୫ ଲିଟର ବିଦେଶୀ ମଦ ଓ ବାଇକ୍ଟିକୁ ଜବତ କରିବା ସହିତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଓଡ଼ିଶା ସମାଚାର

 

 

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *