Monday , June 21 2021
Breaking News
Home / ବିଶେଷ / ୨୦୦୫ମାଟ୍ରିକ୍ ବ୍ୟାଚ ବନ୍ଧୁ ମିଳନ

୨୦୦୫ମାଟ୍ରିକ୍ ବ୍ୟାଚ ବନ୍ଧୁ ମିଳନ

ନିରାକାରପୁର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୫ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ଉତ୍ସବ ପୁର୍ଣ୍ଣମାସି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବହୁଦିନ ପରେ ଏହି ଭଳି ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜନ ହେଉଥିବାରୁ  ଛାତ୍ରଛାତ୍ରୀ ମାନେ ନିଜନିଜ ମଧ୍ୟରେ ଖୁସି ବ୍ୟକ୍ତ  କରିଥିଲେ । ବନ୍ଧୁ ମାନଙ୍କ ମଧ୍ୟରେ ପାରିବାରିକ ସଂପର୍କର କିଛି ସମୟ ପାଇଁ ଆଲୋଚନା କରାଯାଇଥିଲା । ଦୀର୍ଘ ଦିନପରେ ବନ୍ଧୁବନ୍ଧୁ ମାନେ ଏକତ୍ରିତ ହୋଇ ପ୍ରତି ବର୍ଷ କିଛି ସାମାଜିକ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା । ଆଗାମି ଦିନରେ ସମାଜରେ ଅବହେଳିତ ନିଷ୍ପେସିତ ଲୋକମାନଙ୍କ କାର୍ଯ୍ୟ କରିବା ସହିତ ଗ୍ରାମରେ ଥିବା ଗରିବ ନିହିହ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରାଯିବା ପାଇଁ ସ୍ଥିରକରାଯାଇଥିଲା । ପରେ ସମସ୍ତ ବନ୍ଧୁ ମାନେ ପ୍ରିତି ଭୋଜନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *