Sunday , June 13 2021
Breaking News
Home / ବିଶେଷ / ୧୩ କୁମ୍ଭ ମେଳା ଫେରନ୍ତା କରୋନା ଆକ୍ରାନ୍ତ

୧୩ କୁମ୍ଭ ମେଳା ଫେରନ୍ତା କରୋନା ଆକ୍ରାନ୍ତ

କଟକ ୨୦/୦୪/୨୦୨୧(ଓଡ଼ିଶା ସମାଚାର)- କୁମ୍ଭ ମେଳାରୁ କଟକକୁ ଫେରିଥିବା ୩୦ ଜଣଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସିଏମସି କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁମ୍ଭ ମେଳା ଫେରନ୍ତା ପଜିଟିଭ ଚିହ୍ନଟ ପରେ ରେଳ ଯାତ୍ରୀଙ୍କ କରୋନା ରିପୋର୍ଟ ଯାଞ୍ଚ କଡାକଡି କରାଯାଇଛି । ମଙ୍ଗଳବାର ମଧ୍ୟ ୨ରୁ ୩ଟି ଟ୍ରେନରେ କୁମ୍ଭ ମେଳାରେ ସାମିଲ ହୋଇଥିବା ଲୋକେ ଫେରିବାର ସମ୍ଭାବନା ରହିଛି ।ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *