Sunday , June 20 2021
Home / ବିଶେଷ / ୧୧ତମ ବିବାହ ବାର୍ଷିକୀରେ ଦମ୍ପତିଙ୍କ ରକ୍ତଦାନ

୧୧ତମ ବିବାହ ବାର୍ଷିକୀରେ ଦମ୍ପତିଙ୍କ ରକ୍ତଦାନ

କେନ୍ଦ୍ରାପଡା, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ୧୧ତମ ବିବାହ ବାର୍ଷିକୀ ଅବସରରେ ଆଜି ଏକ ଦମ୍ପତି ରକ୍ତଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ  ରକ୍ତଭଣ୍ଡାରରେ ସହରର ବଡହାଟସ୍ଥିତ ରଞ୍ଜିତ ସିଂ ଓ ତାଙ୍କ ପତ୍ନୀ ମୋନାଲିସା ସିଂ ସେମାନଙ୍କ ୧୧ତମ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଗୌତମ ସାହୁ, ମାଧବ ପ୍ରଧାନ, ଶଶାଙ୍କ ଶେଖର ଜେନା, ଅଭିଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *