Sunday , June 20 2021
Home / ବିଶେଷ / ହୀରାକୁଦ ଜଳଭଣ୍ଡାରର ୧୦ ଟି ଗେଟ ବନ୍ଦ ହେବ

ହୀରାକୁଦ ଜଳଭଣ୍ଡାରର ୧୦ ଟି ଗେଟ ବନ୍ଦ ହେବ

ସମ୍ବଲପୁର/ ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଗତକାଲି ହୀରାକୁଦ ଜଳଭଣ୍ଡାରର ମୋଟ ୨୦ ଟି ଗେଟ ଖୋଲାଯାଇଥିଲା । ତେବେ ଜଳଭଣ୍ଡାରର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆଜି ୧୦ ଟି ଗେଟ ବନ୍ଦ କରାଯିବା ପାଇଁ ନିଷ୍ପତି ହୋଇଛି । ଆଜି ୧୦ ଟି ଗେଟ ବନ୍ଦ କରାଯିବ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *