Tuesday , June 15 2021
Breaking News
Home / ବିଶେଷ / ହୀରାକୁଦ ଜଳଭଣ୍ଡାରର ୧୦ ଟି ଗେଟ ବନ୍ଦ ହେଲା

ହୀରାକୁଦ ଜଳଭଣ୍ଡାରର ୧୦ ଟି ଗେଟ ବନ୍ଦ ହେଲା

ସମ୍ବଲପୁର/ ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଗତକାଲି ହୀରାକୁଦ ଜଳଭଣ୍ଡାରର ମୋଟ ୨୦ ଟି ଗେଟ ଖୋଲାଯାଇଥିଲା । ତେବେ ଜଳଭଣ୍ଡାରର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆଜି ୧୦ ଟି ଗେଟ ବନ୍ଦ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଏହି ନିଷ୍ପତି ପରେ ୧୦ ଟି ଗେଟ ବନ୍ଦ କରାଯାଇଥିବା  ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ତମାନ ୧୦ ଟି ଗେଟ ଖୋଲା ଅଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *