Saturday , July 31 2021
Breaking News
Home / ବିଶେଷ / ହିରାକୁଦ ଡ଼୍ୟାମ ରୁ ପାଣି ଛାଡ଼ିଲା

ହିରାକୁଦ ଡ଼୍ୟାମ ରୁ ପାଣି ଛାଡ଼ିଲା

ସମ୍ବଲପୁର ୧୧/୦୭/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷର ପ୍ରଥମ ଥର ପାଇଁ ହୀରାକୁଦ ଡ଼୍ୟାମ୍ ରୁ ବନ୍ୟା ଜଳ ନିସ୍କାସନ ଆରମ୍ଭ ହୋଇଛି । ପାରମ୍ପରିକ ରିତି ନରତି ରେ ପୂଜାର୍ଚ୍ଚନା କରାଯିବା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲିଥିବା ବେଳେ ପରେ ୩ ନମ୍ବର ଗେଟ୍ ଖୋଲିଛି । ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆଉ ଗୋଟିଏ ଗେଟ୍ ଖୋଲିବ । ତେବେ ବର୍ତମାନ ବନ୍ୟା ପରିସ୍ଥିତି ନାହିଁ । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *