Sunday , August 1 2021
Breaking News
Home / ବିଶେଷ / ହିନ୍ଦୁସେନାବହିନୀ ପକ୍ଷରୁ ବୟାଳିଶମୌଜାରେ ବିଶୋଧନ କାର୍ଯ୍ୟକ୍ରମ

ହିନ୍ଦୁସେନାବହିନୀ ପକ୍ଷରୁ ବୟାଳିଶମୌଜାରେ ବିଶୋଧନ କାର୍ଯ୍ୟକ୍ରମ

କଟକ,୦୩/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ପଂଚାୟତର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ,ଇଲେକ୍ଟ୍ରି ଅଫିସ, ସ୍ୱାସ୍ଥ୍ୟକେନ୍ଦ୍ର,ପୋଲିସ ଫାଣ୍ଡି ଆଦିରେ ହିନ୍ଦୁସେନା ବୟାଳିଶମୌଜା ଶାଖା ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣର ଦିତୀୟ ଲହର ରୋକିବା ତଥା କର୍ମଚାରୀ ଓ ସାଧାରଣଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ବିଶୋଧନ କାର୍ଯ୍ୟ କର୍ମକର୍ତ୍ତା ହିନ୍ଦୁସେନା ସଭାପତି ଦେବାଶିଷ ରାଉତ, ଅଭିରାମ ଦଳାଇ, ଗାନ୍ଧୀଗୁରୁ ଦାସ୍, ଦେବିପ୍ରସାଦ ପତି, ଭାରତୀୟ କିଷାନ ସଂଘର ରାଜ୍ୟ ସଂଯୋଜକ ଅସିମ୍ ଦାସ,ବିଶ୍ୱରଂଜନ ସେଠି,ସୁଜିତ୍ ବେହେରା, ପ୍ରିୟ ରଞ୍ଜନ ଖଟୁଆ, ରଞ୍ଜିତ ମଲ୍ଲିକ୍, ଯୋସେପ୍ ଦାସ ପ୍ରମୁଖଙ୍କ ସହଯୋଗୀତାରେ ସୁଚାରୁରୂପେ ସମାପିତ ହୋଇଛି ।ସୂଚନାଯୋଗ୍ୟ, ହିନ୍ଦୁସେନା ପକ୍ଷରୁ ଏହି ବିଶୋଧନ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରଖିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *