Tuesday , June 15 2021
Breaking News
Home / ବିଶେଷ / ହାତୀ ଉପଦ୍ରବରେ ଫସଲ , ବିଭିନ୍ନ ଦରକାରୀ ଗଛ ନଷ୍ଟ

ହାତୀ ଉପଦ୍ରବରେ ଫସଲ , ବିଭିନ୍ନ ଦରକାରୀ ଗଛ ନଷ୍ଟ

ନିରାକାରପୁର,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧୀନସ୍ଥ ନିରାକାରପୁର ଚିତ୍ରକୂଟ ପାଦଦେଶରେ ଥିବା ପୂର୍ବତନ ସରପଂଚ  ବିପିନ କୁମାର ଜୟସିଂହଙ୍କ ବଗିଚାରେ ଗତ ରାତିରେ ହାତୀ ଦଳ ପଶି ବଗିଚାରେ ଥିବା ବିଭିନ୍ନ ଦରକାରୀ ଗଛଗୁଡ଼ିକୁ ଖାଇ,ଭାଙ୍ଗି ଦଳିଚକଟି ନଷ୍ଟ କରିଦେଇଛନ୍ତି । ପ୍ରକାଶଥାଉକି ଏହି ହାତୀପଲ ଏହି ଅଂଚଳରେ ରହି ଧାନ ଫସଲ ଓ ପନିପରିବା ,ବିଭିନ୍ନ ଦରକାରୀ ଗଛ ନଷ୍ଟ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ତେଣୁ ବିଭାଗୀୟ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *