Saturday , July 31 2021
Breaking News
Home / ବିଶେଷ / ହାଇୱା ଜବତ,୧୫ ହଜାର ଫାଇନ ଆଦାୟ

ହାଇୱା ଜବତ,୧୫ ହଜାର ଫାଇନ ଆଦାୟ

ଭୁବନ ୧୨/୦୫/୨୦୨୧(ଓଡ଼ିଶା ସମାଚାର)-ଲକଡାଉନ,ସଟଡାଉନ ର ସୁଯୋଗ ନେଇ ମାଫିଆ ମାନେ ରୀତିମତ ବାଲି,ପଥର,ମୋରମ,ଚିପସ(ଗୋଡି) ଇତ୍ୟାଦି ଲୁଟୁଥିବା ବେଳେ ତହସିଲ ପ୍ରଶାସନ ଓ ପୋଲିସ ମଧ୍ୟ ଫାଇନ ଆଦାୟ କରିବାରେ ଲାଗିଛି । ତଥାପି ଖଣିଜ ଦ୍ରବ୍ୟ ଲୁଟ କମୁନାହିଁ । ଯେତିକି ରାଜସ୍ୱ ଆଦାୟ ହେଉଛି ତା ଦଶଗୁଣା ଚୋରୀ ହେଉଛି ବୋଲି କୁହାଯାଉଡଛି । ଆଜି ସକାଳେ ମାର୍ଥାପୁର ରାସ୍ତାରେ ଓଡି୧୬ଡି-୬୭୫୬ ବିଶିଷ୍ଟ ହାଇୱା ଗାଡି ବାଲି ବୋଝେଇ କରି ଆସୁଥିବା ବେଳେ ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଙ୍କ ହାବୁଡରେ ପଡିଥିଲେ ।  ଗଡନୃସିହପ୍ରସାଦ ରାଜସ୍ୱ ନିରୀକ୍ଷକ ଅରବିନ୍ଦ ସାହୁ ହାଇୱା ଗାଡିରୁ ୧୫ ହଜାର ୪୯୦ ଟଙ୍କା ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *