Friday , July 30 2021
Breaking News
Home / ବିଶେଷ / ହାଇକୋର୍ଟରେ ୨୫ସରକାରୀ ଓକିଲଙ୍କୁ ନିଯୁକ୍ତି

ହାଇକୋର୍ଟରେ ୨୫ସରକାରୀ ଓକିଲଙ୍କୁ ନିଯୁକ୍ତି

 

କଟକ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-ଆଇନ ବିଭାଗର ଅନୁମୋଦନ କ୍ରମେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟରେ ୨୫ ଜଣ ଅତିରିକ୍ତ ସରକାରୀ ଓକିଲ ଓ ଆଡିସିନାଲ୍ ଷ୍ଟାଣ୍ଡିଂ କାଉନସିଲଙ୍କୁ ନିଯୁକ୍ତି ଦେଇଛନ୍ତି । ତଦନୁଯାୟୀ ବସନ୍ତ କୁମାର ନାୟକ,ଅଜୟ କୁମାର ନନ୍ଦ, ଅଯୋଧ୍ୟା ରଞ୍ଜନ ଦାସ, ଅରୁଣ କୁମାର ମିଶ୍ର, ଦେବକାନ୍ତ ମହାନ୍ତି,ୱାଇଏସପି ବାବୁ, ସୁବୀର୍ ପାଲିତ୍, ପ୍ରଭୁ ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ପଣ୍ଡା, ମନୋଜ କୁମାର ଖୁଂଟିଆ, ସୁମନ ପଟ୍ଟନାୟକ, ଧନଞ୍ଜୟ ମୁଣ୍ଡ୍ ପ୍ରମୁଖଙ୍କୁ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ମିଳିଛି । ସେହିପରି ସୁକୁମାର ଘୋଷ,ସୂର୍ଯ୍ୟ ରଞ୍ଜନ ରାଉଳ, ସୁଷମାରାଣୀ ସାହୁ, ମନୋଜ କୁମାର ମହାନ୍ତି, କରୁଣାକର ଦାସ, ଏସକେ.ଜଫରୁଲ୍ଲା, ସଗ୍ରାମ କେଶରୀ ମିଶ୍ର, ଅନ୍ନଦା ପ୍ରକାଶ ଦାସ, ଅଭିନନ୍ଦନ ପ୍ରଧାନ, ଶୈଳଜା ନନ୍ଦନ ଦାସ, ତରୁଣ ପଟ୍ଟନାୟକ, ଗଜେନ୍ଦ୍ର ରାଉତ,ଦେବେନ୍ଦ୍ର କୁମାର ମହାନ୍ତି ପ୍ରମୁଖଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ୍ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ …

Leave a Reply

Your email address will not be published. Required fields are marked *