Monday , June 14 2021
Breaking News
Home / ବିଶେଷ / ହଲିଉଡ଼ ଚଳଚ୍ଚିତ୍ରରେ ଓଡ଼ିଆ ପୁଅ ସାଇରାମ ଗାନ୍ଧୀ

ହଲିଉଡ଼ ଚଳଚ୍ଚିତ୍ରରେ ଓଡ଼ିଆ ପୁଅ ସାଇରାମ ଗାନ୍ଧୀ

ଭୁବନେଶ୍ୱର, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ଓଡ଼ିଶା ପାଇଁ ଆଉ ଏକ ଖୁସିର ଖବର । ହଲିଉଡ଼ ଚଳଚ୍ଚିତ୍ରରେ ଆସୁଛନ୍ତି ଓଡ଼ିଶାର ସାଇରାମ ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର । ନିଜର ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ସେ ଆଜି ସଫଳତାର ଶିଖରେ ପହଂଚି ପାରିଛନ୍ତି । ପୂର୍ବରୁ ତାଙ୍କ ଅଭିନିିତ ହିନ୍ଦୀ ଚଳଚ୍ଚିତ୍ର କାନ୍ସ ଚଳଚ୍ଚିିତ୍ର ଉତ୍ସବରେ ପ୍ରଥମ ପୁରସ୍କାର ଲାଭ କରିଥିଲା ।
ଦୀର୍ଘବର୍ଷ ଧରି ଓଡ଼ିଶାରେ ସାଇରାମ ଗାନ୍ଧୀ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଲୋକମାନଙ୍କୁ ସଚେତନତାର ବାର୍ତା ବାଂଟି ଆସୁଥିବା ବେଳେ ୨୪ ବର୍ଷୀୟ ସାଇରାମ ୨ ହଜାର କିଲୋମିଟର ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ଓଡ଼ିଶାବାସୀ ମୋହନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *