Thursday , June 17 2021
Breaking News
Home / ବିଶେଷ / ହଡପଦରୁ କୁଣ୍ଡ। ପଥର ବୋଝେଇ ମିନି ଟ୍ରକ୍ ଜବତ

ହଡପଦରୁ କୁଣ୍ଡ। ପଥର ବୋଝେଇ ମିନି ଟ୍ରକ୍ ଜବତ

ନିରାକାରପୁର, ୩୦/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନରଣଗଡ ପଞ୍ଚାୟତ ହାଡପଦାରେ କୁଣ୍ଡା ପଥର ଖନନ କରାଯାଇ ଚୋରା ଚାଲାଣ ହେଉଥିବା ଜାଣି ଖୋର୍ଦ୍ଧା ଏସପି ରାଜକିଶୋର ଦୋର। ଜଂକିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଜଂକିଆ ଆଇଆଇସି ହାଡପଦାରେ ଚଢ଼ାଉ କରି ଦୁଇଟି କୁଣ୍ଡା ପଥର ବୋଝେଇ ୪୦୭ ଟ୍ରକ୍ ଜବତ କରି କେସ ନ ୧୧୦ ରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର

 

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *