Friday , June 18 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ସ୍କୁଲ ପିଲାଙ୍କୁ ବ୍ୟାଗ ଓ ବହି ବଂଟନ

ସ୍କୁଲ ପିଲାଙ୍କୁ ବ୍ୟାଗ ଓ ବହି ବଂଟନ

ଛତ୍ରପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଇଣ୍ଡିଆନ୍ ରେଆର ଆର୍ଥ ପକ୍ଷରୁ କଣମଣା ପଂଚାୟତ ର ଟାକିରିଆ ବ୍ରହ୍ମପୁର,ତରେଇ ପାଟପୁର,କଣମଣା,ଚଷାକଣମଣା,ମାଟିଖାଲ ଆଦି ଗାଁ ରେ ଥିବା ସ୍କୁଲ ରେ ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ଓ ବହି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ରେଆର ଆର୍ଥ ର ସିଜିଏମ ଏ ଜେ ଜନାର୍ଦନ ଓ ତାଙ୍କ ପତ୍ନୀ ରମା ଲକ୍ଷ୍ମୀ,କଣମଣା ସରପଂଚ ଏସ ଚକ୍ରପାଣି ରେଡ଼ି,ସମିତି ସଭ୍ୟା ରଶ୍ମିତା ବେହେରା, ଇଣ୍ଡିଆନ୍ ରେଆର ଆର୍ଥ ର ଜି କେ ନାୟକ,ଏ କେ ପାଣି ,ଏସ ଏସ ମଲିକ,ପି କେ ରାଉତ, ସୁରେଶ ଚନ୍ଦ୍ର ପାତ୍ର,ରଂଜିତ ପଣ୍ଡା,ସୁଇଟ୍ ମିଶ୍ରଙ୍କ ସମେତ ବହୁ କର୍ମଚାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାଛଡ଼ା ଇଣ୍ଡିଆନ୍ ରେଆର ଆର୍ଥ କଲୋନୀରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର …

Leave a Reply

Your email address will not be published. Required fields are marked *